ଶାସନ ଥାନା ଅନ୍ତର୍ଗତ ଭାଲୁକୁନ୍ଦା ଗ୍ରାମର ଜୟଦେବ କିଣ୍ଡୋ ନାମକ ଜଣେ ବ୍ୟକ୍ତିଙ୍କର ଅସ୍ୱାଭାବିକ ଭାବରେ ଆଜି ରାତି ପ୍ରାୟ 8 ଟା ରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି l ମିଳିଥିବା ସୂଚନା ଅନୁସାରେ ଜୟଦେବ ଆଜି କିଛି ବ୍ୟକ୍ତି ମାନଙ୍କ ସହ ମିଶି ଭୋଜି କରିଥିଲେ l ଭୋଜି ସାରି ଏକ ଟ୍ରାକ୍ଟର ରେ ସେ ଘରକୁ ଆସୁଥିବା ବେଳେ ସେ ଅଚେତ ହୋଇଯାଇଥିଲେ l ତାଙ୍କୁ ତୁରନ୍ତ ମେଡିକାଲ କୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେପଟେ ଜୟଦେବଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଛି ନା ତାଙ୍କୁ କେହି ମାରି ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ l ଆସନ୍ତାକାଲି ଶବର ବ୍ୟବଛେଦ କରାଯ