Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଝାରସୁଗୁଡା: କାର୍ତିକ ମାସରେ ଆଜି ଦୀପାବଳି ଉପଲକ୍ଷେ ଝାରସୁଗୁଡା ଜିଲ୍ଲା ସାଗରପାଲି ରାମ ମନ୍ଦିରରେ ଅହରାତ୍ର କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ

Jharsuguda, Jharsuguda | Oct 20, 2025
କାର୍ତିକ ମାସରେ ଆଜି ଦୀପାବଳି ଉପଲକ୍ଷେ ଝାରସୁଗୁଡା ଜିଲ୍ଲା ସାଗରପାଲି ରାମ ମନ୍ଦିରରେ ଅହରାତ୍ର କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ରାତି ୭ ଟା ରୁ ଏହି କୀର୍ତ୍ତନ ଆରମ୍ଭ ହୋଇଛି l ଗ୍ରାମବାସୀମାନେ ପ୍ରଭୁରାମ ଚନ୍ଦ୍ର ଙ୍କ ଘର ଆଗାମନର ଏହି ଦିନ ଦୀପାବଳିକୁ ଆତି ଧୁମଧାମରେ ପାଳନ କରିଛନ୍ତି l ପ୍ରତେକ ଗ୍ରାମବାସୀ ନିଜ ଘରେ ଦୀପ ଜାଳିବା ସହ ଗାଁ ରାମ ମନ୍ଦିର ରେ ଦୀପ ଜାଲି ରଙ୍ଗୋଲି ତିଆରି କରି ପ୍ରଭୁ ରାମଚନ୍ଦ୍ର ଙ୍କ ପୂଜାର୍ଚନା କରିବାସହ କୀର୍ତ୍ତନ୍ୟ କରିଛନ୍ତି l

MORE NEWS