ପାଟଣାଗଡ: ରାଣୀ ସାଗର ର ବେସାହାରା ଉଷା ର ଥଇଥାନ କୁ ନେଇ କାର୍ଯ୍ୟ ଲୟରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବିଡ଼ିଓ
Patnagarh, Balangir | Aug 1, 2025
ପାଟଣାଗଡ଼ ଏନ ଏ ସି ଅନ୍ତର୍ଗତ ରାଣୀ ସାଗର ର ଉଷା ଦାସ ବେସାହାରା ହୋଇ ପଡ଼ି ରହିଥିଲ ।ଏହାକୁ ନେଇ ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ ଶୁକ୍ରବାର...