ଝାରସୁଗୁଡା ଜିଲ୍ଲା କିର୍ମିରା ମଣ୍ଡଳ ଅନ୍ତର୍ଗତ ବନ୍ଧଲିର ସ୍ବର୍ଗତ ଜ୍ୟୋତ୍ସ୍ନା ମଞ୍ଜରୀ ପାଣ୍ଡେ ଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ଝାରସୁଗୁଡା ବିଧାୟକ l ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ଅପରାହ୍ନ ୨ ଟା ରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଜ୍ୟୋସ୍ନା ମଞ୍ଜରୀ ଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ, ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଚଛନ୍ତି l ଏହାସହ ଜ୍ୟୋତ୍ସ୍ନା ମଞ୍ଜରୀ ନାରୀ ମାନଂକୁ ଶିକ୍ଷିତ, ସ୍ୱାବଲମ୍ବୀ କରିବା ପାଇଁ କରିଥିବା ପ୍ରୟାସ ଚିର ସ୍ମରଣୀୟ ବୋଲି ବିଧାୟକ ପ୍ରକାଶ କରିଛନ୍ତି l