ରାୟଗଡା: କପିଳାସ ଛକ ନିକଟରୁ ସଦାନନ୍ଦ ସାହୁ ଙ୍କ ବାଇକରୁ ୧ଲକ୍ଷ ୭୫ହଜାର ଟଙ୍କାଲୁଟ ଅଭିଯୋଗ,ଥାନାରେ ଏତଲା, କ୍ୟାମେରାରେ ଲୁଟ ସମୟର ଚିତ୍ର ହେଲା କଏଦ
Rayagada, Rayagada | Aug 25, 2025
ରାୟଗଡ଼ା କପିଳାସ ଛକ ନିକଟ ଏକ ଦୋକାନ ଆଗରୁ ବାଇକ୍ ରେ ଲମ୍ଭି ଥିବା ବ୍ୟାଗ ରୁ ୧ଲକ୍ଷ୭୫ ହଜାର ଟଙ୍କା ଲୁଟ ଅଭିଯୋଗ ଥାନାରେ ଏତଲା,cc କ୍ୟାମେରା...