ସଦର: ଭବାନୀପାଟଣା ଗସ୍ତ ସମୟରେ ଗୋଣ୍ଡ୍ ସମାଜର ଗୋଣ୍ଡୱାନା ଭବନ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ
ଭବାନୀପାଟଣା ଗସ୍ତ ସମୟରେ ଗୋଣ୍ଡ୍ ସମାଜର ଗୋଣ୍ଡୱାନା ଭବନ ପରିଦର୍ଶନ କରିଛନ୍ତି ଆଜି ଗଣଶିକ୍ଷା ମନ୍ତ୍ରୀ। ଆମ ସମାଜର ଭାଇଭଉଣୀ ମାନଙ୍କ ସହିତ କିଛି ସମୟ ଅତିବାହିତ କରିବା ସହ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା କରିଛି।