ସୁନ୍ଦରଗଡ ସହର: ଗାଡ଼ି ମାଲିକର ଅଜାଣତରେ ବିକ୍ରି ହୋଇଥିବା ଗାଡ଼ି R T O ଙ୍କ ଦ୍ଵାରା ଜରଙ୍ଗ ଲୋଇ ନିକଟରୁ ଜବତ
ଆଜି ଜାନୁଆରୀ 31 ତାରିଖ ଅପରାହ୍ନ 5 ଟାରେ ଆଞ୍ଚଳିକ ପରିବହନ ଅଧିକାରୀ ସୁନ୍ଦରଗଡ଼ ଏ ନେଇ ସ୍ପଷ୍ଟ କରିଛନ୍ତି। ଜରଙ୍ଗଲୋଇ ନିକଟରୁ OD -16D-1736 ଓ OD-16D-1936 ନମ୍ବର ବିଶିଷ୍ଟ ଦୁଇଟି ଟ୍ରକ ଜବତ କରା ଯାଇଥିବା କଥା ସୁନ୍ଦରଗଡ଼ ଆର୍ ଟି ଓ କହିଛନ୍ତି। ତେବେ ସହରର ଜଣେ ଚର୍ଚ୍ଚିତ ଚେହେରା ପୁଞ୍ଜିପତି ଏହି ଘୃଣ୍ୟ କାମ କରିଥିବା ଜଣା ପଡିଛି। ତେବେ ଏ ନେଇ ଗାଡିର ପ୍ରକୃତ ମାଲିକ ସଦର ଥାନାରେ ମଧ୍ଯ ମାମଲା ଦେଇଛନ୍ତି। ସଦର ପୋଲିସ ତାଙ୍କ ଅଭିଯୋଗ କ୍ରମେ ସଦର ଥାନା କେଶ ନମ୍ବର -55 ରେ ମାମଲା ରୁଜ୍ଜୁ କରି ବିଭିନ୍ନ ଦଫାରେ ତଦନ୍ତ ଚାଲୁ କରିଥିବା ସଦର ଏସ ଡି ପି ଓ