ବସ୍ତା: ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତ ଦେହ ବାଲେଶ୍ୱର ଏଜ
ଘରୋଇ ମେସ ରୁ ଉଦ୍ଧାର,ପୋଲିସ ତଦନ୍ତ ଜାରି,ମୃତକ ଜଣଙ୍କ ତେନ୍ତୁଳିଆ ଗ୍ରାମର
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅର୍ନ୍ତଗତ ତେନ୍ତୁଳିଆ ଗ୍ରାମର ଜୈନିକ ଛାତ୍ରର ଝୁଲନ୍ତା ମୃତଦେହ ବାଲେଶ୍ଵର ର ଏକ ଘରୋଇ ମେସ୍ ରୁ ଉଦ୍ଧାର କରାଯାଇଛି।ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଭାଗବତ ରାଉତ ଙ୍କ ସାନ ପୁଅ କଳିଙ୍ଗ ।ସୂଚନା ଅନୁସାରେ କଳିଙ୍ଗ ଫାର୍ମାସିଷ୍ଟ କୋର୍ସ୍ ପରେ ବାଲେଶ୍ଵରର ଏକ ଘରୋଇ ମେସ୍ ରେ ରହି ବାଲେଶ୍ଵର ମେଡିକାଲ କଲେଜ ରେ ପ୍ରଶିକ୍ଷଣ ନେଉଥିଲେ। ଆଜି ଜଣାଯାଇଛି