ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସିକ୍କିମରେ ଓଡ଼ିଆ ଯାତ୍ରୀ ଦୁର୍ଘଟଣା ଘଟଣା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ସରକାରୀ ବାସ ଭବନରୁ ଫୋନ ଯୋଗେ ସିକିମ ସରକାରଙ୍କ ସହ କଥା ହୋଇଛନ୍ତି
Bhubaneswar M Corp, Khordha | May 30, 2025
ସିକ୍କିମର ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ବହୁ ଗଭୀରକୁ ଖସି ପଡ଼ିଥିବା ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ...