ଅତାବିରା: ଅତାବିରା ପୋଲିସ ଦ୍ୱାରା ଅପହୃତ ନବାଳିକା ଉଦ୍ଧାର, ପରିବାର ସହ ପୁନଃମିଳନ
ଅତାବିରା ପୋଲିସ ଦ୍ୱାରା ଅପହୃତ ନବାଳିକା ଉଦ୍ଧାର, ପରିବାର ସହ ପୁନଃମିଳନ ବରଗଡ଼ ଜିଲ୍ଲାର ଅତାବିରା ଥାନା ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଫଳ କରିଛନ୍ତି । କେସ ନମ୍ବର ୩୪୭/୨୦୨୫ ସହ ସଂପୃକ୍ତ ଥିବା ଜଣେ ନବାଳିକା ଝିଅଙ୍କୁ ଅତାବିରା ପୋଲିସ ଟିମ ଉଦ୍ଧାର କରି, ତାଙ୍କ ପରିବାର ସହ ପୁନଃ ମିଳାଇଦେଇଛନ୍ତି । ପୋଲିସ ତଦନ୍ତ ଫଳରେ ନା ବାଳିକାଙ୍କ ଅବସ୍ଥିତି ସନ୍ଧାନ ମିଳିଲାପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପରେ ନିୟମିତ ଆଇନ ଅନୁସାରେ ତାଙ୍କୁ ପରିବାର କୋଳେ ଫେରାଇଦିଆଗଲା ।ବୋଲି ପୋଲିସ ଆଜି ସକାଳ ୬ଟା ୧୫ମିନିଟ ସମୟ ରେ ସୂଚନା ଦେଇଛି