ସୋହେଲା: ବନ୍ଦଲା ଗ୍ରାମରେ ଆଜିଠୁ ଗ୍ରାମର ଝିଅ ମାନଙ୍କ ଦ୍ବାରା ଜହ୍ନିଓଷା ଆରମ୍ଭ ହୋଇଛି,ଏହା ଏକମାସ ଧରି ଚାଲିବ
Sohela, Bargarh (Baragarh) | Sep 7, 2025
ସୋହେଲା ବ୍ଲକ ଅନ୍ତର୍ଗତ ବନ୍ଦଲା ଗ୍ରାମରେ ଆଜିଠୁ ଏ ଅଂଚଳର ପ୍ରସିଦ୍ଧ ତଥା ଏହି ଗ୍ରାମରେ 2022 ମସିହାରୁ ଚାଳିଆସୁଥିବା ଜହ୍ନିଓଷା ଆରମ୍ଭ ହୋଇଛି...