Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବେଲପାହାଡ ଜାମକାନି ର ମା ଦକ୍ଷିଣକାଲି ପୀଠ ରେ ମା ଦକ୍ଷିଣ କାଳୀଙ୍କ ଅର୍ଦ୍ଧରାତ୍ର ପୂଜା ପାଇଁ କଳସ ଯାତ୍ରା

Jharsuguda, Jharsuguda | Oct 20, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ ଜାମକାନି ର ମା ଦକ୍ଷିଣକାଲି ପୀଠ ରେ ମା ଦକ୍ଷିଣ କାଳୀଙ୍କ ଅର୍ଦ୍ଧରାତ୍ର ପୂଜା ପାଇଁ କଳସ ଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଛି l ଆଜି ପୂର୍ବାହ୍ନ ୧୦ ଟା ରୁ ସମ୍ପୂର୍ଣ ରୀତିନୀତି ରେ କଳସ ଯାତ୍ରା ଅନୁଷ୍ଠିତ ହୋଇ କଳସ ସ୍ଥାପନ ସମାପନ ହୋଇଛି l ଆଜି ରାତିରେ ମା ଙ୍କ ଅର୍ଦ୍ଧରାତ୍ର ପୂଜା ଆରମ୍ଭ ହେବ l ସମ୍ପୂର୍ଣ ରୀତିନୀତିରେ ମା ଙ୍କ ପୂଜାର୍ଚନା ସହ ଛତର ଯାତ୍ରା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ l

MORE NEWS