Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବଲାଙ୍ଗୀର: ନେହେରୁ ନଗର ଠାରେ ରାମାୟଣ ପରାୟଣରେ ଯୋଗଦେଲେ ପୌରାଧକ୍ଷା ଲିକା ସାହୁ ଓ ବ୍ଲକ ଅଧ୍ୟକ୍ଷା ସରିତା ବାଗ

Balangir, Balangir | Nov 3, 2025
ଆଜି ଅପରାହ୍ନ ୪ଟା ସମୟ ରେ ବଲାଙ୍ଗିର ୱାର୍ଡ ନମ୍ବର ୨୧ ନେହେରୁ ନଗର ଠାରେ ରାମାୟଣ ପରାୟଣ ଅନୁଷ୍ଠିତ ହେଲା। ଏହି ଅବସରରେ ବଲାଙ୍ଗିର ପୌରାଧକ୍ଷା ଲିକା ସାହୁ ଓ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଯୋଗଦାନ କରି ସ୍ଥାନୀୟ ଲୋକଙ୍କ ସହ ଧାର୍ମିକ ଆଚାର-ବିଚାରରେ ଅଂଶଗ୍ରହଣ କଲେ। ଦୁଇଜଣେ ନେତ୍ରୀ ଆଶୀର୍ବାଦ ଭିକ୍ଷା କରି ସମସ୍ତ ବଲାଙ୍ଗୀର ବାସିଙ୍କ ସୁଖ-ଶାନ୍ତି ଓ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ବହୁ ସଂଖ୍ୟକ ଭକ୍ତ ଓ ନଗରବାସୀ ଉପସ୍ଥିତ ଥିଲେ।

MORE NEWS