Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବଲାଙ୍ଗୀର: ବରାହମୌରାର ସମୀର ବାଘ ଗିରଫ ସଦର ପୋଲିସ BNS 318(4) ରେ ଗିରଫ ହୋଇ କୋୖର୍ଟ ଚାଲାଣ

Balangir, Balangir | Dec 3, 2025
ଆଜି ସମ୍ବଲପୁର ଜିଲ୍ଲାର ଜଣେ ଅଭିଯୁକ୍ତ କୁ ବଲାଙ୍ଗୀର ସଦର ଥାନା ପୋଲିସ ମାମଲା ନମ୍ବର–498ରେ ଗିରଫ ହୋଇ କୋୖର୍ଟ ଚାଲାଣ ହୋଇଛନ୍ତି ଅଭିଯୁକ୍ତ ଜଣକ ବରାହମୌରା ନିବାସୀ ସମୀର ବାଘ ବୟସ 24 ବୋଲି ଜଣା ପଡିଛି । ସୂତ୍ର ଅନୁସାରେ, ବୁର୍ଲା ଥାନା ଅଧୀନ ଏହି ଅଭିଯୁକ୍ତଙ୍କୁ BNS ଧାରା 318(4) ଅନୁଯାୟୀ ପୋଲିସ ଗିରଫ କରି ଆଜି କୋୖର୍ଟ କୁ ଚାଲାଣ କରା ଯାଇଛି। ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି ବୋଲି ସଦର ଥାନା ଅଧିକାରୀ ରାଜ କୁମାର ବିଶ୍ୱାଳ ଆଜି ସନ୍ଧ୍ୟା ୫ଟା ସମୟରେ ସୂଚନା ଦେଇଛନ୍ତି

MORE NEWS

ବଲାଙ୍ଗୀର: ବରାହମୌରାର ସମୀର ବାଘ ଗିରଫ ସଦର ପୋଲିସ BNS 318(4) ରେ ଗିରଫ ହୋଇ କୋୖର୍ଟ ଚାଲାଣ - Balangir News