ସମ୍ବଲପୁର ମଣ୍ଡଳ ଦ୍ୱାରା "ନିଶା ମୁକ୍ତ ଭାରତ ଅଭିଯାନ" ଅନ୍ତର୍ଗତ ରାଲି ଆୟୋଜିତl ଦେଶବ୍ୟାପୀ "ନିଶା ମୁକ୍ତ ଭାରତ ଅଭିଯାନ" ର ଅଂଶ ସ୍ୱରୂପ, ପୂର୍ବ ତଟ ରେଳପଥର ସମ୍ବଲପୁର ମଣ୍ଡଳ ଦ୍ୱାରା ଆଜି ନିଶା ଅପବ୍ୟବହାର ବିରୁଦ୍ଧରେ ବାର୍ତ୍ତା ପ୍ରସାର ଏବଂ ଏକ ସୁସ୍ଥ, ନିଶାମୁକ୍ତ ସମାଜକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ସମ୍ବଲପୁରର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀଙ୍କ ସହିତ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ମନଜିତ ସିଂହ ସନସନୱାଲ, ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟକ ରେଳ କର୍ମଚାରୀ ଏହି ରାଲିରେ ଅଂଶ