କଟକ ପୌରାଞ୍ଚଳ: ଆଠଗଡ଼ର କୋରଙ୍ଗା ଓ ତିଗିରିଆର ପାଇକସାହିରେ ଅବକାରୀ ବିଭାଗର ମିଳିତ ଚଢାଉ, ବିପୁଳ ପରିମାଣର ଦେଶୀ ମଦ ଜବତ ସହ ଗୁଡ଼ପୋଚ ନଷ୍ଟ
Cuttack M Corp PS, Cuttack | Sep 12, 2025
କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମ, ତିଗିରିଆ ଥାନା ଅନ୍ତର୍ଗତ ପାଇକସାହି ଗ୍ରାମରେ କଟକ ଜିଲ୍ଳା ଅବକାରୀ ବିଭାଗ ପକ୍ଷରୁ ମିଳିତ...