ବୌଦ୍ଧ ସଦର: ପୋଲିସ କୁ ଆକ୍ରମଣ କରି ଲୁଟ ଘଟଣା ୮ ଡକାୟତଙ୍କୁ ଧରିଲା ବୌଦ୍ଧ ପୋଲିସ ସୂଚନା ଦେଲେ ଥାନା ଅଧିକାରୀ
ବୌଦ୍ଧ ଜିଲ୍ଲା ପୋଲିସ ବିଭାଗର ସ୍ବତନ୍ତ୍ର DVF ଫୋର୍ସ ର ଜଣେ ସବ ଇନ୍ସପେକ୍ଟର ଙ୍କୁ ଆକ୍ରମଣ କରି ଲୁଟ ଘଟଣା। ଡକାୟତ ଗ୍ୟାଙ୍ଗ କୁ ଧରିଲା ଆଦର୍ଶ ଥାନା ପୋଲିସ । ସମସ୍ତ ୮ ଜଣ ଡକାୟତ ଙ୍କୁ ଗିରଫ କଲା ପୋଲିସ । ଡକାୟତ ଚନ୍ଦନ ନାଏକ, ତ୍ରେଜିତ ନାଏକ, ସାହିଲ ବେଗ, ଦୀପକ ମିଶ୍ର, ରଞ୍ଜନ ମେହେର, ସବ୍ୟସାଚୀ ସେଠୀ, ରାଜବିର ନାଏକ ଓ ଶ୍ରବଣ ସାମନ୍ତ ଗିରଫ । ସମସ୍ତ ଅଭିଯୁକ୍ତ ବୌଦ୍ଧ ସହର ଏବଂ ନିକଟସ୍ଥ ଅଞ୍ଚଳର ହୋଇଥିବା ସୂଚନା