Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବରଗଡ: ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଥିବା ନେଇ ଜରୁରୀ ସୂଚନା ପ୍ରଦାନ କରାଗଲା

ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ | ବରଗଡ଼ ଜିଲ୍ଲାକୁ ଆସନ୍ତା କାଲି ୟେଲୋ ୱାର୍ନିଙ୍ଗ ଜାରି କରାଯାଇଥିବା ନେଇ ମଙ୍ଗଳବାର ସନ୍ଧ୍ୟା 5 ଘଣ୍ଟା ସମୟରେ ସୂଚନା ଦେଲା ଜିଲ୍ଲା ପାଣିପାଗ ବିଭାଗ | ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ସହ 30 ରୁ 40 କିମି ଘଣ୍ଟା ପ୍ରତି ବେଗରେ ପବନ ବହିବାର ସମ୍ଭାବନା ରହିଛି | ଏନେଇ ପାଣିପାଗ ବିଭାଗ ୟେଲୋ ୱାର୍ନିଙ୍ଗ ଜାରି କରିଛି | ଏହି ସମୟରେ ବିଜୁଳି ସହ ଜୋରରେ ପବନ ଓ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଚାଷୀଙ୍କୁ ଗଛ ତଳେ ନ ରହିବା ପାଇଁ ସତର୍କ କରାଯାଇଛି ।

MORE NEWS