ବଡସାହି: ଭିତରଶୋଳ ଓ ଭାଲିଆଡିହା ଜଙ୍ଗଲରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଅବକାରୀ ବିଭାଗର ମିଳିତ ଚଢାଉ, ମହୁଲପୋଚ, ରନ୍ଧାମଦ ଓ ସରଞ୍ଜାମ ନଷ୍ଟ
Barsahi, Mayurbhanj | Aug 21, 2025
ବୈଶିଙ୍ଗା ଥାନା ଅଧୀନ ଭିତରଶୋଳ ଏବଂ ଭାଲିଆଡିହା ଠାରେ ଜଙ୍ଗଲ ଭିତରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଗୁରୁବାର ଅପରାହ୍ନ ୩ଟାରେ...