କହୁ କହୁ ବର୍ଷେ ବିତିଗଲା, କେନ୍ଦୁଝରର ବରିଷ୍ଠ ସାରସ୍ୱତ ସାଧକ ଗବେଷକ ନିରଞ୍ଜନ ବାରିକଙ୍କ ଏକମାତ୍ର ପୁତ୍ର ହାର୍ଦ୍ଦିକର ଦେହାନ୍ତ ହେବାର ଏକ ବର୍ଷ ହୋଇଯାଇଛି। ପିତାଙ୍କ ପଥ ଅନୁସରଣ କରି ଚାଲୁଥିବା ଏହି ଉଦୀୟମାନ ଯୁବକ ହାର୍ଦ୍ଦିକ(ଲିଙ୍କନ) ଏକ ସଡ଼କ ଦୁର୍ଘଟଣାରେ ଜୀବନ ହରାଇ ଥିଲା। ପୁତ୍ର ଶୋକରେ ମ୍ରିୟମାଣ ହୋଇ ନିରଞ୍ଜନ ବାବୁ ପୁତ୍ର ଏକାଦଶାହରେ “ଅଦୃଶ୍ୟ ସନ୍ଧାନ" କବିତା ପୁସ୍ତିକା ଲେଖି ସମର୍ପଣ କରିଥିଲେ। ପୁତ୍ର ହରାଇ ସେ କଲମ ଚାñ କୁ