ଟିଟିଲାଗଡ: ବରଗଡ଼ ଠାରେ ଭାରତ ବିକାଶ ପରିଷଦ ଦ୍ବାରାଆୟୋଜିତ ପଶ୍ଚିମ ପ୍ରାନ୍ତୀୟ ପ୍ରତିଯୋଗିତାରେ ଟିଟିଲାଗଡ଼ ପ୍ରଭାବତୀ ସ୍କୁଲର ଛାତ୍ରଛାତ୍ରୀଙ୍କ କୃତିତ୍ୱ
ବରଗଡ଼ ସହରର ଟାଉନ ହଲ ଠାରେ ଭାରତ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ପଶ୍ଚିମ ପ୍ରାନ୍ତ ସ୍ତ୍ତରର ଗ୍ରୁପ ସଙ୍ଗର ତିନୋଟି ବର୍ଗରେ ଏବଂ ଜୁନିଅର ସ୍ତରରେ କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅକ୍ତିଆର କରି ରିଯିଅନାଲ ସ୍ତରକୁ ଉନ୍ନୀତ ହୋଇଛନ୍ତି ଟିଟିଲାଗଡ଼ ପ୍ରଭାବତୀ ସ୍କୁଲର ଛାତ୍ର ଛାତ୍ରୀ। ଏହାପରେ ନଭେମ୍ବର ୧୬ ତାରିଖ ଦିନ କୋଲକାତା ଠାରେ ଆଗାମୀ ପ୍ରତିଯୋଗିତାରେ ଦେଶର ପୂର୍ବ ପ୍ରାନ୍ତର ଚାରୋଟି ରାଜ୍ୟର ଛ ଟି ଗ୍ରୁପ ସହ ପ୍ରତିଯୋଗିତା କରିବେ । ଏହି ସଫଳତା ହାସଲ କରିବା ପରେ ସ୍କୁଲ ଅଧ୍ୟକ୍ଷା ଡ ସୁନନ୍ଦା ଜଟି ସମସ୍ତ ଛାତ୍ର ଛାତ୍ରୀ, ସଙ୍ଗୀତ ଗୁରୁ ସୁଶିଲ କୁମାର ମଲ୍ଲିକ ଓ ଅନ୍ୟ ଗୁ