ଗୁଣୁପୁର: ସ୍ଥାନୀୟ ଉପଖଣ୍ଡ ଚିକତ୍ସାଳୟରେ ୧୦ ଦଫା ଦାବି ନେଇ ଓଡି଼ଶା ନର୍ସିଂ କର୍ମଚାରୀ ସଙ୍ଘର ଧର୍ମଘଟ
ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ୧୦ ଦଫା ଦାବି ନେଇ ବୁଧବାର ପୂର୍ବାହ୍ନ 11ଟା ରେ ଧାରଣାରେ ବସିଛନ୍ତି ସ୍ଥାନୀୟ ନସିଂ କର୍ମଚାରୀ ସଂଘ । ଏ ନେଇ ସୁପାରିଟେଣ୍ଡେଣ୍ଟ Dr ରମେଶ ଚନ୍ଦ୍ର ସାହୁଙ୍କୁ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି। ଯଦି ସେମାନଙ୍କ ଦାବି ପୂରଣ ନ ହେଲେ କାର୍ଯ୍ଯବନ୍ଦ ଧର୍ମଘଟ ଡାକରା ଦେବେ ବୋଲି ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।