ଟିଟିଲାଗଡ: ଦୀର୍ଘ ୪୫ ମିନିଟରୁ ଉର୍ଦ୍ଧ୍ବ ସମୟ ଧରି କତର୍କେଲା ରେଳ ଫାଟକ ଠାରେ ଫସିଲା ଆମ୍ବୁଲାନ୍ସ
ଆଜି ସନ୍ଧ୍ୟା ସମୟରେ କତରକେଲା ପଟରୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆସୁଥିଲା ଆମ୍ବୁଲାନ୍ସ। ତେବେ ଟ୍ରେନ ଆସୁଥିବା ଯୋଗୁଁ କତରକେଲା ରେଳ ଫାଟକ ପଡ଼ିଥିଲା। ତେବେ ୪୫ ମିନିଟରୁ ଉର୍ଦ୍ଧ୍ବ ସମୟ ଧରି ରେଳ ଫାଟକ ପଡ଼ିଥିବା ବେଳେ ବହୁତ ମାତ୍ରାରେ ବାଇକ ସହ ଗୋଟିଏ ଆମ୍ବୁଲାନ୍ସ ବି ଫସି ରହିଥିଲା। ଦୁଃଖର ବିଷୟ ରୋଗୀ ତଥା ରୋଗୀ ସମ୍ପର୍କୀୟ ମାନଙ୍କ ଉପରେ କଣ ବିତୁ ନ ଥିବ ? ବାରମ୍ବାର ଏହି ରେଳ ଫାଟକ ପଡ଼ିଲା ମାତ୍ରେ ଟ୍ରେନ ଯିବା ଆସିବା ଯୋଗୁଁ ଯାତ୍ରୀ ବହୁତ ହନ୍ତସନ୍ତ ହେଉଛନ୍ତି। ଯଦି ରୋଗୀ ଚିକିତ୍ସା ନ ପାଇ ସେଠାରେ କିଛି ହେଲେ ଦାୟୀ କିଏ ରହିବ। ଜଣେ ଯୁବକ ଏହି ଭିଡିଓ ଉତୋଳନ କର