ଚୋର କୁ ଧରିବା ପରେ ଛାଡିଦେଲା ସଦର ଥାନା ପୋଲିସ। ହେଲେ ଥାନା ରେ ସରପଞ୍ଚ ଙ୍କୁ ରଖିଲା ଅଟକ । ଏନେଇ ଗାଁରେ ଉତ୍ତେଜନା ପରେ ସଦର ଥାନା କୁ ଆସି ଘେରିବା ସହ ମୁହାଁମୁହିଁ ପୋଲିସ ଓ ଗ୍ରାମବାସୀ। ଥାନା ଗେଟ କୁ ଟଣାଓଟରା କରିଲେ ଲୋକ। ତେବେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲ ଗାଁ ରେ ଗତ ଦୀର୍ଘ ମାସ ହେଲା କିଛି ଚୋର ଗାଁ ର ପମ୍ପ ହାଉସ ରୁ ସମସ୍ତ ସାମଗ୍ରୀ ଚୋରି କରିନେଉଛନ୍ତି । ଏନେଇ ଥାନା ରେ ଅଭିଯୋଗ କରିବାପରେ ୩ ଜଣ ଚୋର ଙ୍କୁ ଗିରଫ କରିଥିଲା ପୋଲିସ। ପରେ ଜନକୁ ଛାଡି ଦେଇଥିଲା। ଏନେଇ ପୁଣି ଗାଁ ଲୋକ ଅଭିଯୋଗ କଲେ ଗିରଫ ଦୁଇ ଚୋର କୁ ଗାଁ ରେ ସମସ୍ତ ଙ୍କ ସମ୍ମୁଖରେ ଛାଡି ଦେ