ରାଉରକେଲା ସେକ୍ଟର ୩ ଅଞ୍ଚଳରୁ ଚୋରୀ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ସେକ୍ଟର ୩ ଥାନା ପୋଲିସ ।ସୋମବାର ଅପରାହ୍ନରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅଭିଯୁକ୍ତଙ୍କ ଠାରୁ ରୂପା ଅଳଙ୍କାର, ୪ ହଜାର ଟଙ୍କା ଓ ଚୋରୀରେ ବ୍ଯବହୃତ ସାମଗ୍ରୀ ଜବତ କରିଛି ପୋଲିସ।