ବୌଦ୍ଧ ସଦର: ପୁରୁଣାକଟକ ପୋଲିସ ପକ୍ଷରୁ ଆଡଣୀଗଡ଼ ଗ୍ରାମରେ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ
ବର୍ତ୍ତମାନ ଯୁଗରେ ସାଇବର ଠକେଇ ବହୁଳ ମାତ୍ରରେ ହେଉଥିବା ବେଳେ ଆଜି ମଧ୍ୟାନ୍ହ ୧୨ଟା ସମୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅଡ଼େନିଗଡ଼ ପଞ୍ଚାୟତର ଅଡ଼େନିଗଡ ଗ୍ରାମରେ ମଧ୍ୟ ପୁରୁଣାକଟକ ପୋଲିସ ପକ୍ଷରୁ  ସାଇବର ସୁରକ୍ଷା ଅଭିଯାନ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସାଇବର ସୁରକ୍ଷାର ମୂଳ ଲକ୍ଷ ହେଲା ସଚେତନ  ରୁହନ୍ତୁ, ଯାଞ୍ଚ କରନ୍ତୁ,ନିଜକୁ ସୁରକ୍ଷିତ ରଖନ୍ତୁ। ଅନ୍ୟପଟେ ଠକେଇ, ଫେକ ମେସେଜ, ଓଟିପି ଠକେଇ, ଏବଂ ସୋସିଆଲ ମିଡ଼ିଆ ରେ ହୋଇଥିବା ବିଭିନ୍ନ ଅପରାଧ ସମ୍ପକରେ ସୂଚନା