ସୋସିଆଲ ମିଡିଆରେ ଭାଇରାଲ ପରେ କ୍ଷମା ମାଗିଲେ ଅଜଣା ବ୍ୟକ୍ତି ଗତକିଛି ଦିନ ତଳେ କେସିଙ୍ଗା ଜୋନ -୨ ର ସଭାପତି ଝସକେତନ ସାହୁ ଏକ ଶ୍ରମିକ ସଂଘର କାର୍ଯ୍ୟକୁ ନେଇ ଫେସବୁକ୍ ସାମାଜିକ ଗଣମାଧ୍ୟମରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହିତ ବିଜେପି କାର୍ଯ୍ୟକଳାପ ଓ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ କେହି ଜଣେ ଅଜଣା ବ୍ୟକ୍ତି ଖରାପ ଭାଷାରେ ସମାଲୋଚନା କରିବା ଓ ତାଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେବା ନେଇ କେସିଙ୍ଗା ଥାନାରେ ଶ୍ରୀ ସାହୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇଲା ପରେ ଥାନ ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ବାଳ ଏକ ମାମଲା ରୁଜୁ କରିଥିଆଜି