କେନ୍ଦ୍ରାପଡା: ଦରବଛା ଗ୍ରାମରେ ରଙ୍ଗ ମିସ୍ତ୍ରୀ ପାରିଶ୍ରମିକ ମାଗିବାରୁ ବାପପୁଅ ମିଶି ଭାରାରୁ ପେଲିଦେଲେ, ସମ୍ପର୍କୀୟ ସଂଜୁଜେନାଙ୍କ ପ୍ରତିକ୍ରିୟା
Kendrapara, Kendrapara | Sep 7, 2025
ରଙ୍ଗ ମିସ୍ତ୍ରୀ ଘରର ରଙ୍ଗ ଦେଇ ପାରିଶ୍ରମିକ ମାଗିବାରୁ ବାପପୁଅ ମିସି ଭାରାରୁ ପେଲିଦେଲେ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ...