Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

ସମ୍ବଲପୁର ମ୍ୟୁନିସିପାଲଟି: ସଦର ଥାନା ଅନ୍ତର୍ଗତ ଧନକଉଡ଼ା ଅଂଚଳ ରୁ 30 ଗ୍ରାମ ବ୍ରାଉନ ସୁଗାର ଜବତ, 2ଗିରଫ

Sambalpur M, Sambalpur | Sep 30, 2025
ସଦର ଥାନା ଅନ୍ତର୍ଗତ ଧନକଉଡ଼ା ଅଂଚଳ ରୁ 30 ଗ୍ରାମ ବ୍ରାଉନ ସୁଗାର ଜବତ, 2ଗିରଫ ଗିରଫ ଅଭିଯୁକ୍ତ ମାନେ ହେଲେ ରବି ମୁଣ୍ଡା ଓ ସଦାଶିବ ଛତ୍ରିଆ l ସଦର ପୋଲିସ ରାତ୍ରିକାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦୁଇ ଜଣ ଯୁବକ ପୋଲିସ ଦେଖି ଦୌଡ଼ି ପଳାଇଥିଲେ l ପୋଲିସ ସେମାନଙ୍କୁ ଗୋଡ଼ାଇ ଧରିଥିଲା l ଦୁଇ ଯୁବକଙ୍କୁ ଧରିବା ପରେ ତାଙ୍କ ନିକଟରୁ 30 ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଦୁଇଟି ମୋବାଇଲ ଓ 450 ଟଙ୍କା ମଧ୍ୟ ଜବତ କରିଥିଲା l ଆଜି ଉଭୟ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଏନେଇ ଆଜି ସଦର ଏସ୍ଡ଼ିପିଓ ରାତି 10 ଟା ରେ ସୂଚନା ଦେଇଛନ୍ତି l

MORE NEWS