ଆଜି ଥୁଆପଦର ଠାରେ ଆୟୋଜିତ ସପ୍ତମ ମାଁ ବସ୍ତରେନ ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ–୨୦୨୫ ରେ ଯୋଗଦେଇ ଖେଳାଳି ଭାଇମାନଙ୍କୁ ଉତ୍ସାହିତ କଲି। ସମସ୍ତ ଖେଳାଳି, ଆୟୋଜକ ଓ ଉପସ୍ଥିତ କ୍ରୀଡାପ୍ରେମୀ ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆଗାମୀ ଦିନରେ ଏପରି ଅଧିକ କ୍ରୀଡା କାର୍ଯ୍ୟକ୍ରମ ଆୟୋଜିତ ହେଉ, ଗ୍ରାମ୍ୟ ଅଞ୍ଚଳର ପ୍ରତିଭାମାନେ ଆହୁରି ଆଗକୁ ଆସନ୍ତୁ।