ଧର୍ମଶାଳା: ଯାଜପୁର ଜଗନ୍ନାଥ ଚେତନା ପରିଷଦ ପକ୍ଷରୁ ଜଗନ୍ନାଥ ମନ୍ଦୀର ପରିସରରେ ଗୁଣ୍ଡିଚା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି
ଶୁକ୍ରବାର 9:45 ସମୟରେ ଯାଜପୁର ଜଗନ୍ନାଥ ଚେତନା ପରିଷଦ ପକ୍ଷରୁ ଜଗନ୍ନାଥ ମନ୍ଦୀର ପରିସରରେ ଗୁଣ୍ଡିଚା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ଚେତନା ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯାଜପୁର ବିଧାୟିକା ସୁଜାତା ସାହୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ବିଜେଡି ନେତା ଭବ ପ୍ରସାଦ ଦାସ,ଯାଜପୁର ପୌରପାଳିକାର ପୌରାଧ୍ୟକ୍ଷା ରଂଜୁଲତା ହୋତା,ବିରଜା ମନ୍ଦିର ପୁରୋଧା ପଣ୍ଡିତ ଜ୍ଞାନରଂଜନ ପତି, ସଂସ୍କୃତି ଗବେଷକ ପଣ୍ଡିତ ଭୁପତି ଭୁଷଣ ମିଶ୍ର ପ୍ରମୁଖ ଯୋଗ ଦେଇ ଯାଜପୁରରେ ଜଗନ୍ନାଥ ମନ୍ଦୀର ଐତିହ୍ୟ ଓ ସଂସ୍କୃତି ସଂପର୍