ଓରିଏଣ୍ଟ: ଅତାବିରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁମର ଗ୍ରାମରେ ନିଶା ମୁକ୍ତ ଶିକ୍ଷା ଯୁକ୍ତ ଗ୍ରାମ ପାଇଁ ଏକ ବୈଠକ ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲା ଅତାବିରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁମର ଗ୍ରାମରେ ନିଶା ମୁକ୍ତ ଶିକ୍ଷା ଯୁକ୍ତ ଗ୍ରାମ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି l ଆଜି ରବିବାର ସନ୍ଧ୍ୟା ୬ ଟା ରୁ ୭ ଟା ଯାଏଁ ଅନୁଷ୍ଠିତ ଏହି ବୈଠକ ରେ ଅତାବିରା ସରପଞ୍ଚ ତଥା ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ସଞ୍ଜିତ ପଧାନ ଙ୍କ ନେତୃତ୍ୱରେ ଏହି ପଦକ୍ଷେପ ନିଆଯାଇଛି l