ଗୁରୁବାର ଇଂରାଜୀ ନବ ବର୍ଷ ପାଳନ ଅବସରରେ କାଳୀକୃଷ୍ଣ ସଂଘ ପକ୍ଷରୁ ଲାଞ୍ଜିଗଡ ନିର୍ବଚନ ମଣ୍ଡଳି ଜୟପାଟଣା ବ୍ଲକ ଅଧୁନସ୍ଥ ଉଚ୍ଛଲା ପଂଚାୟତର ଖଇରଭାଡି ଠାରେ ସଂକଳ୍ପ ଦିନ ଦିବସ ୨୦୨୬ ପାଳନ କରାଯାଇଛି । ନିଶା ମୁକ୍ତ ଜୀବନ ଦୁଃଖ ମୁକ୍ତ ଜୀବନ । ଏହାସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମହାଯଜ୍ଞ ଆୟୋଜନ ସହ ବ୍ୟାପକ ପରିମାଣରେ ବୃକ୍ଷ ରୋପଣ କରି ପର୍ଯ୍ୟାବରଣର ସନ୍ତୁଳନ ରଖିବା ପାଇଁ ପ୍ରେରଣା ଦେଇଛନ୍ତି ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ।