ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ବାଇପାସ୍କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ପଳାସପଲି ବାସଭଵନରେ ପ୍ରତିକ୍ରିୟା ରଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
Bhubaneswar M Corp, Khordha | Aug 19, 2025
ବହୁ ପ୍ରତିକ୍ଷୀତ କ୍ୟାପିଟାଲ୍ ରିଜନ ରିଙ୍ଗ ରୋଡ୍, ଭୁବନେଶ୍ୱର ବାଇପାସକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି । ଟ୍ୱିନି ସିଟି ପାଇଁ ୬ଲେନ୍...