ଚମ୍ପୁଆ: ସୁନ୍ଦରାବସ୍ତିରେ ଅଜଣା ବୋଲେରୋ ଧକ୍କାରେ କାର ଓ ପାଚେରୀ କ୍ଷତିଗ୍ରସ୍ତ, ସିସିଟିଭିରେ କଏଦ ଫେରାର ବୋଲେରୋ
Champua, Kendujhar | Sep 7, 2025
ବଡ଼ବିଲ ସହରର ସୁନ୍ଦରାବସ୍ତି ବସ୍ତିରେ ଆଜି ଛିଡା କାରକୁ ଏକ ବୋଲେରୋ ଧକ୍କା ଦେଇ ଫେରାର ହୋଇ ଯାଇଛି। ଏହି ଧକ୍କା ହେବା ଫଳରେ କାର ଯାଇ ଅନ୍ୟ ଏକ...