ଆସିକା: ନଳବଣ୍ଟା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ,ଉଦଯାପନୀ ଉତ୍ସବ ରେ ଯୋଗଦେଲେ ସାନଖେମୁଣ୍ଡି ବିଧାୟକ
Asika, Ganjam | Dec 21, 2025 ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ନଳବଣ୍ଟା ଗ୍ରାମ ଯୁବକ ମାନଙ୍କ ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି l କିଛି ଦିନ ହେବ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳର ବହୁ ଦଳ ଭାଗ ନେଇଥିଲେ l ଚେରମାରିଆ ଓ ନୁଆଁଗଡ଼ ଏହି ଦୁଇଟି ଟିମ ଫାଇନାଲ ରେ ଆମନା ସାମ୍ନା ହୋଇଥିବା ବେଳେ ଚେରମାରିଆ ଟିମ ବିଜେତା ହୋଇଛି l