କଟକ ପୌରାଞ୍ଚଳ: ଚୌଦ୍ଵାର ଥାନା ଅନ୍ତର୍ଗତ କଖଡି ରାସ୍ତାରେ ଗଛରେ ପିଟିହେଲା ସିଂଘ ବାଜା ଗାଡ଼ି, ୧୦ ରୁ ଉର୍ଦ୍ଧ୍ବ କଳାକାର ଆହତ
Cuttack M Corp PS, Cuttack | Sep 14, 2025
କଟକ ଜିଲ୍ଳା ଚୌଦ୍ଵାର ଥାନା ଅନ୍ତର୍ଗତ କଖଡି ରାସ୍ତାରେ ଗଛରେ ପିଟିହେଲା ସିଂଘ ବାଜା ଗାଡ଼ି। ଏଥିରେ ୧୦ ରୁ ଉର୍ଦ୍ଧ୍ବ କଳାକାର ଆହତ ହୋଇଛନ୍ତି।...