ବଡସାହି: ବେଲାଣପୁରା, ମୋହନପୁର ଏବଂ ରଙ୍ଗାମାଟିଆ ଗାଁରେ ଚଢାଉକରି ଚୋରା ବାଲି ବୋଝେଇ ଟ୍ରାକ୍ଟର ସମେତ ଚାଳକ ମାନଙ୍କୁ ଗିରଫକଲା ବୈଶିଙ୍ଗା ପୁଲିସ
Barsahi, Mayurbhanj | Sep 9, 2025
ବୈଶିଙ୍ଗା ପୁଲିସ ପେଟ୍ରୋଲିଂ ଟିମ ବେଲାଣପୁରା, ମୋହନପୁର ଏବଂ ରଙ୍ଗାମାଟିଆ ଛକରେ ଚଢ଼ାଉକରି ୩ଟି ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହିତ...