ଆସନ୍ତା ନଭେମ୍ବର 7 ତାରିଖ ସମ୍ବଲପୁର ବନ୍ଦ ଡାକରା ଦେଲା ଓଡିଶା ଆଦିବାସୀ ଦଳିତ ସେନା l ସହରର ଲକ୍ଷ୍ମୀଟକିଜ ମିଶନ କମ୍ପାଉଣ୍ଡ ମଧ୍ୟରେ ସ୍ଥାପିତ ବୀର୍ସା ମୁଣ୍ତାଙ୍କ ପ୍ରତିମୃତ୍ତି କୁ ଚୋରି କରିବା ଘଟଣାର ପ୍ରତିବାଦରେ ଆଦିବାସୀ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି l ଏନେଇ ଆଜି ଦିନ ପ୍ରାୟ 1 ଟା ରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛି ଆଦିବାସୀ ସଂଗଠନ l ଗତ ଶନିବାର 25 ତାରିଖରେ ଲକ୍ଷ୍ମୀ ଟକିଜ ମିଶନ କମ୍ପାଉଣ୍ଡ ଭିତରେ ଆଦିବାସୀ ମାନଙ୍କ ଭଗବାନ ବୀର ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା l 26 ତାରିଖ ରାତିରେ ଦୁର୍ବୁତ୍ତ ମାନେ ବିର୍ସା ମୁଣ