ଲାଞ୍ଜିଗଡ: ଜୟପାଟଣା ଏନଏସି ମାନ୍ୟତା ପାଇବା ପରେ ଖୁସିର ଲହରୀ। ଏହାକୁ ନେଇ ଆଜି ରବିବାର ଅପରାହ୍ନ ତିନିଟା ସମୟରେ ପ୍ରତିକ୍ରି୍ୟା ରଖିଲେ ଅଞ୍ଚଳ ବାସୀ।
Lanjigarh, Kalahandi | Aug 31, 2025
ଆଜି ସାୟତ୍ତ ଶାସନ ଦିବସ ଅବସରରେ ମୂଖ୍ୟମନ୍ତ୍ରୀ କଳାହାଣ୍ଡି ର ଜୟପାଟଣା ଓ ନର୍ଲାକୁ ଏନଏସି ଘୋଷଣା କରିବା ପରେଅଞ୍ଚଳର ଜନସାଧାରଣ ମଧ୍ୟରେ ଖୁସିର...