୩୧ ଡିସେମ୍ବର (ଜିରୋ ନାଇଟ୍) ପାଳନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଅନୁଗୁଳ ପୋଲିସ ଖମାର ପିଏସ୍, ଅନୁଗୁଳ ପିଏସ୍, କଣିହା ପିଏସ୍ ଏବଂ ବନରପାଳ ପିଏସ୍ ଅଧୀନରେ ନାଗରିକ, ଆୟୋଜକ, ହୋଟେଲ, ରିସର୍ଟ, କ୍ଲବ୍ ଏବଂ ଇଭେଣ୍ଟ ପରିଚାଳକମାନଙ୍କ ସହିତ ବୈଠକ କରିଥିଲା, ଏକ ସୁରକ୍ଷିତ ଏବଂ ଘଟଣାମୁକ୍ତ ନୂତନ ବର୍ଷ ପାଇଁ ବିଭିନ୍ନ ଶାନ୍ତି ଶୃଙ୍ଖଳିତ ନିୟମ କୁ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରିଥିଲା।