ଝାରସୁଗୁଡା ଜିଲ୍ଲା କିର୍ମିରା ଗସ୍ତ କଲେ ବିଧାୟକ ଟଙ୍କଧର ତ୍ରିପାଠୀ l ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଆଜି କିର୍ମିରା ଗସ୍ତ କରି ଅପରାହ୍ନ ପ୍ରାୟ ୪ ଟା ରେ ବାଗଡିହି ଠାରୁ ଖଡିଆମାଲ୍ ରାସ୍ତାର ଉନ୍ନତିକରଣ ପାଇଁ ଗ୍ରାମବାସୀଙ୍କ ଉପସ୍ଥିତିରେ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି l ଲୋକଙ୍କ ଦାବି କୁ ଦୃଷ୍ଟି ରେ ରଖି ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି l ଏହି ରାସ୍ତା ର ଉନ୍ନତିକରଣ ହେଲେ ଗମନା ଗମନ ପାଇଁ ବେଶ ଉପଯୋଗୀ ହେବ l