ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ବିଧାୟକଙ୍କ ବାସ ଭବନରେ ବିଜେଡି ଦଳର ମିଶ୍ରଣ ପର୍ବ, ଶଙ୍ଖ ଧରିଲ ଭୂଇଁବୃତ୍ତି ପଂଚାୟତରେ 5 ପରିବାର
ଗୁରୁବାର ସନ୍ଧ୍ୟା 7ଟା ସମୟରେ ଚାନ୍ଦବାଲି ବିଧାୟକଙ୍କ ବାସଭବନରେ ବିଜେଡି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି l ଏହି ମିଶ୍ରଣ ପର୍ବରେ ଭୂଇଁବୃତ୍ତି ପଂଚାୟତର ଅନ୍ୟ ଦଳର କର୍ମୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓ ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟଙ୍କ ଉପରେ ଅସ୍ଥା ପ୍ରକଟ କରି 5 ପରିବାର ବିଜେଡି ଦଳରେ ସାମିଲ ହୋଇଥିଲା l ଏଥିନେଇ ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ ସେମାନଙ୍କୁ ଦଳୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ l