Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ୱର ଉତ୍ସବ 2025 କାର୍ଯ୍ୟକ୍ରମ ରେ ପୁରୁଣା ଷ୍ଟାଡିୟମ୍ ଠାରେ ଯୋଗଦେଲେ ଜିଲ୍ଲାପାଳ

Baleshwar M, Balasore | Dec 15, 2025
ବାଲେଶ୍ୱର ଉତ୍ସବ 2025 ଅବସରରେ ୱାଓ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ତାର ୧୬ ତମ ବାର୍ଷିକୀ ଉତ୍ସବ ପାଳନ କରୁଅଛି l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୁରୁଣା ଷ୍ଟାଡିୟମ ପ୍ରାଙ୍ଗଣରେ ଏକ ଜନାଦୃତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ସୋମବାର ସଭାମଞ୍ଚ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥି ଯୋଗଦାନ କରିଥିଲେ।ଏହି ସଭା କାର୍ଯ୍ୟକ୍ରମ ସୋମବାର ରାତ୍ର ୮: ୩୦ପର୍ଯ୍ୟନ୍ତ ଜାରି ରହିଥିଲା।
ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ୱର ଉତ୍ସବ 2025 କାର୍ଯ୍ୟକ୍ରମ ରେ ପୁରୁଣା ଷ୍ଟାଡିୟମ୍ ଠାରେ ଯୋଗଦେଲେ ଜିଲ୍ଲାପାଳ - Baleshwar M News