କୁଚିଣ୍ଡା: କୁଟୁରାଚୁଆଁ ଟୁଙ୍ଗରିପଡ଼ା ଅଞ୍ଚଳରେ ହାତୀଙ୍କ ଉପସ୍ଥିତି ନେଇ ସତର୍କ କରାଇଲା ବନ ବିଭାଗ
କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଟୁରାଚୁଆଁ ଟୁଙ୍ଗରି ପଡ଼ା ଅଞ୍ଚଳ ରେ ଏକ ହାତୀ ପଲ ଘୁରି ବୁଲୁଥିବା ବେଳେ ହାତୀ ଙ୍କ ଉପସ୍ଥିତ କୁ ନେଇ ବନ ବିଭାଗ ପକ୍ଷରୁ ଗୁରୁବାର ସନ୍ଧ୍ୟା ୬ ଟାରେ ଡ଼ାକବାଜି ଯନ୍ତ୍ର ଦ୍ବାରା ସମସ୍ତଙ୍କୁ ସତର୍କ କରାଯାଇଅଛି।