ଝାରସୁଗୁଡା ଜିଲ୍ଲା ବେହେରାମାଲ ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଦ୍ୟାଳୟରେ ମାରସଲ ଆର୍ଟ ୱାର୍କସପ କାର୍ଯ୍ୟକ୍ରମ ଅନୁଷ୍ଠିତ l ଆଜି ଅପରାହ୍ନ ୩ ଟା ରୁ ୪ ଟା ଯାଏଁ ଅନୁଷ୍ଠିତ ଏହି ମାରସଲ ଆର୍ଟ ୱାର୍କସପ ରେ ଛାତ୍ରୀ ମାନଂକୁ ଆତ୍ମରକ୍ଷା ତାଲିମ ଦିଆଯାଇଛି l ଆତ୍ମରକ୍ଷା ର ବିଭିନ୍ନ ଶୈଳୀ ବିଷୟରେ ତାଲିମ ଦିଆଯିବା ସହ ଏହାର ଆବଶ୍ୟକତା ଏବଂ ପ୍ରୟୋଗ ବିଷୟରେ ଅବଗତ କରାଯାଇଛି l