Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ଛକ ନିକଟରେ ସଡ଼କ ଦୁର୍ଘଟଣା ଜଣେ ଯୁବତୀ ଆହତ

Sambalpur M, Sambalpur | Nov 10, 2025
ଧନୁପାଲି ଛକ ନିକଟରେ ସଡ଼କ ଦୁର୍ଘଟଣା ଜଣେ ଯୁବତୀ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 3 ଟା ସମୟରେ ଜଣେ ଯୁବତୀ ଘରକୁ ଫେରୁଥିବା ସମୟରେ ଜଣେ ଦୃତ ଗତିରେ ଆସୁଥିବା ବାଇକ ଚାଳକ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା l ଯୁବତୀ ଜଣଙ୍କ ଗୋଟିଏ ଗଡ଼ ଭାଙ୍ଗି ଯାଇଥିଲା l ଯୁବତୀଙ୍କୁ ଅଧିକ ଚିକିତ୍ସା ପାଈଁ ପରିବାର ବର୍ଗ ବୁର୍ଲା ମେଡିକାଲ ରେ ଭର୍ତି କରିଥିବା ବେଳେ ପୋଲିସ ସିସିଟିଭି ଯାଞ୍ଚ କରି ବାଇକ ଚାଳକକୁ ଧରିବା ପାଈଁ ଚେଷ୍ଟା ଜାରି ରଖିଛି l

MORE NEWS