Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଖଲ୍ଲିକୋଟ୍: ମା ନାରାୟଣୀ ରାସ୍ତାରେ ମାଇନ୍ସ ବିଭାଗ ର ଚଢ଼ାଉ; ଗୋଟିଏ ଜେସିବି ଓ ଟ୍ରାକ୍ଟର ଜବତ

Khalikote, Ganjam | Jan 14, 2026
ଖଲ୍ଲିକୋଟ ଥାନା ଅନ୍ତର୍ଗତ ମା ନାରାୟଣୀ ରାସ୍ତାରେ ମାଇନ୍ସ ବିଭାଗ ଚଢ଼ାଉ କରି ଗୋଟିଏ ଜେସିବି ସହ ଟ୍ରାକ୍ଟର କୁ ଜବତ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମା ନାରାୟଣୀ ରାସ୍ତାରେ ନିକଟରେ ବେଆଇନ ଭାବେ ମାଟି ଖନନ କରାଯାଉଥିବା ଖବର ପାଇ ବ୍ରହ୍ମପୁର ମାଇନ୍ସ ବିଭାଗ ଚଢ଼ାଉ କରି ଗୋଟିଏ ଜେସିବି ସହ ଟ୍ରାକ୍ଟର କୁ ଜବତ କରିଥିଲେ । ତେବେ ଆଜି ଦିନ ୧୦ ଟା ସମୟରେ ଜବତ ହୋଇଥିବା ମାଟି ବୋଝେଇ ଟ୍ରାକ୍ଟର ଓ ଜେସିବି କୁ ଭେଜିପୁଟ ଫାଣ୍ଡି ରେ ଅଟକ ରଖାଯାଇ ଥିବା ଦେଖିବାକୁ ମିଳିଛି । ସେପଟେ ମାଇନ୍ସ ବିଭାଗ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।