ମୋହନା: ଚାନ୍ଦିପୁଟ ଗ୍ରାମ ରୂ ଏକ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ l
ଗଜପତି ଜ଼ିଲ୍ଲା ମୋହନା ଅବକାରୀ ବିଭାଗ ମୋହନା ଥାନା ଚାନ୍ଦିପୁଟ ଛକ ରେ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଥିବା ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ଗିରଫ କରିଛି, ଗିରଫ ଅଭିଯୁକ୍ତ ଜଣକ ହେଲେ ଚାନ୍ଦିପୁଟ ଗ୍ରାମର ଜିଆଦି ବିଷୋୟୀ l ମୋହନା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଦଣ୍ଡ ଶବର ଏବଂ ତାଙ୍କ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜବତ କରାଯାଇଥିଲା। ଯାହାକୁ ନେଇ ଆଜି ସନ୍ଧ୍ୟା ୭ ଘଣ୍ଟ ସମୟରେ ସୂଚନା