ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ରେଲୱେ ପୋଲିସ ଦ୍ୱାରା ଗଂଜେଇ ଜବତ
ସମ୍ବଲପୁର ରେଲୱେ ପୋଲିସ ଦ୍ୱାରା ଗଂଜେଇ ଜବତ l ମୋରୀୟା ଏକ୍ସପ୍ରେସ ରେ ସମ୍ବଲପୁରରୁ ଗୋରଖପୁର କୁ ଚାଲାଣ ହେଉଥିଲା ଗଂଜେଇ l ବିଭିନ୍ନ ସୂତ୍ରରୁ ଲପଙ୍ଗା ଓ ବୃନ୍ଦାମାଲ ରେଲୱେ ପୋଲିସ ଖବର ପାଇ ଥିଲା l ବହୁ ଖୋଜା ଖୋଜି ପରେ ରେଙ୍ଗାଲି ରେଲୱେ ଷ୍ଟେସନ ରେ ମୋର୍ୟ ଏକ୍ସପ୍ରେସ ରୁ 2 ଜଣଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ 23 କେଜି 600 ଗ୍ରାମ ଗଂଜେଇ ଜବତ କରିଥିଲା l ପରେ ରେଳବିଭାଗ ର ଆସି୍ଟାଣ୍ଡ କମlଣ୍ଡ ଙ୍କ ଉପସ୍ଥିତ ରେ ଗଂଜେଇ ମାପ କରିବା ସହ 2 ଜଣଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା ଜାରି ରଖିଥିବା ନେଇ ସମ୍ବଲପୁର ରେଲୱେ ପୋଲିସ ପକ୍ଷରୁ ଆଜି ରାତି 9 ଟା ରେ ସୂଚନା ଦିଆଯା